ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

SDJMଙ୍କ ରାୟକୁ ଜିଲ୍ଲା କୋର୍ଟରେ ଚ୍ୟାଲେଞ୍ଜ କଲେ ସୁମିତ, ‘୨ଟି ମାମଲା ଚାଲିଥିବା ବେଳେ ଏକାଠି ରହିବା ଠିକ୍ ନୁହେଁ’

17/12/2021 at 4:04 PM

ସାନଖେମୁଣ୍ଡି ୧୭।୧୨: ବହୁ ଚର୍ଚ୍ଚିତ ତପସ୍ବିନୀ ଓ ଡାକ୍ତର ସୁମିତ ବିବାହ ମାମଲାରେ ଭିନ୍ନ ମୋଡ । ଏସଡିଜେଏମଙ୍କ ରାୟ ବିରୋଧରେ ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହେଲେ ସୁମିତ । ଏ ନେଇ କୋର୍ଟରେ ଅପିଲ କଲେ ସୁମିତଙ୍କ ଓକିଲ ଦେବସ୍ନାନ ଦାଶ ।

ଗତ ଡିସେମ୍ବର ୨ ଏବଂ ୯ ତାରିଖରେ ଏହି ଦୁଇ ଜଣ ମିଶିକି ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡିଜେଏମ । ତେବେ ସୁମିତ ଛାଡପତ୍ର ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ତପସ୍ବିନୀ ଯୌତୁକ ନିର୍ଯାତନା କେଶ କରିଛନ୍ତି । ଏହା ଭିତରେ ଦୁଇ ଜଣ ମିଶିକି ରହିବା ଉଚିତ ନୁହେଁ ବୋଲି ସୁମିତ ଦର୍ଶାଇଛନ୍ତି ।

ତେବେ ଆସନ୍ତା ୨୭ତାରିଖରେ ଜିଲ୍ଲା କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

   Related Posts