ଜ୍ୟାକଲିନ୍‌ଙ୍କ ବର୍ଥଡେରେ ରୋମାଣ୍ଟିକ୍‌ ହେଲା ଠକ ସୁକେଶ, ଲଭ୍‌ ଲେଟରରେ ଲେଖିଲେ ଏମିତି

ମୁମ୍ଵାଇ ୧୧।୦୮: ବଲିଉଡ୍ଋ‌ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ତାଙ୍କୁ ନେଇ ବର୍ତ୍ତମାନ ଖୁବ୍ ଚର୍ଚ୍ଚା। ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ତାଙ୍କ ନାମ ଏପର୍ଯ୍ୟନ୍ତ ଯୋଡି ହୋଇ ରହିଛି । ବର୍ତ୍ତମାନ ସୁକେଶ ଜେଲ୍‌ରେ ଅଛନ୍ତି।  ଏବେ ବି ସେ ଅଭିନେତ୍ରୀଙ୍କ ପ୍ରେମରେ ଉବୁଟୁବୁ। ଅନେକ ସମୟ ହେବ ସୁକେଶ ଅଭିନେତ୍ରୀଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରି ଜେଲରୁ ଚିଠି ଲେଖିଛନ୍ତି। ତାହା ପୁଣି ଅଭିନେତ୍ରୀଙ୍କ ଜନ୍ମଦିନରେ ଲେଖାଯାଇଥିବା ଏହି ପ୍ରେମ ପତ୍ରରେ ସୁକେଶ ତାଙ୍କ ହୃଦୟକୁ … Continue reading ଜ୍ୟାକଲିନ୍‌ଙ୍କ ବର୍ଥଡେରେ ରୋମାଣ୍ଟିକ୍‌ ହେଲା ଠକ ସୁକେଶ, ଲଭ୍‌ ଲେଟରରେ ଲେଖିଲେ ଏମିତି