୬ ମାସ ଛୁଟିରେ ଗଲେ ଆଇଏଏସ ସୁଜାତା କାର୍ତ୍ତିକେୟନ, ନଭେମ୍ବର ୨୬ ଯାଏଁ ଛୁଟିରେ ରହିବେ

Published By : Prameya-News7 Bureau | June 07, 2024 IST

ଭୁବନେଶ୍ବର ୭।୬: ଛୁଟିରେ ରହିଲେ ଆଇଏଏସ ସୁଜାତା କାର୍ତ୍ତିକେୟନ । ୬ ମାସ ଛୁଟିରେ ରହିଲେ ସୁଜାତା । ଆସନ୍ତା ନଭେମ୍ବର ୨୬ ତରିଖ ଯାଏଁ ସେ ଛୁଟିରେ ରହିବେ । ସେ ୬ମାସ ଚାଇଲ୍ଡ କେୟାର ଲିଭ୍‌ରେ ରହିଲେ ।

ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଚିଠିରି ଏହା ଉଲ୍ଲେଖ ରହିଛି । ତେବେ ମିଶନ ଶକ୍ତିରୁ ଅପସାରଣ ପରେ ସୁଜାତା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ବରେ ଥିଲେ ।

You Can Read :

ଲୋକଙ୍କ ସହ ସବୁବେଳେ ରହିବାକୁ ପରାମର୍ଶ ଦେଲେ ଦଳ ମୁଖିଆ : ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.