oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଡ୍ରେସ୍‌ର ଦାମ୍ ୩ ହଜାର, ହ୍ୟାଣ୍ଡ ବ୍ୟାଗ୍ ୧ଲକ୍ଷ

18/08/2021 at 1:17 PM

ମୁମ୍ବାଇ ୧୮/୦୮ : ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କର ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ ଅଛନ୍ତି । ଷ୍ଟାର୍‌କିଡ୍ସରେ ସୁହାନା ଜଣେ ଫ୍ୟାଶନିଷ୍ଟ ହୋଇପାରିଛନ୍ତି । ପ୍ରତ୍ୟେକ ଦାମୀ ବ୍ରାଣ୍ଡର ଡ୍ରେସ୍‌, ଆସେସୋରିଜ୍ ସୁହାନାଙ୍କ ଆଲମାରୀରେ ମିଳେ । ସବୁଠାରୁ ଇଣ୍ଟ୍ରେଷ୍ଟିଙ୍ଗ୍ କଥା ହେଉଛି ସୁହାନା ୩୦୦୦ ରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କାର ଜିନିଷ ବ୍ୟବହାର କରନ୍ତି ।

Inside Suhana Khan's 21st birthday party in New York, with glam photoshoots  and balloons; see pics, video | Bollywood - Hindustan Times

ସୁହାନା ନିଜର ଷ୍ଟାଇଲ୍, ମହଙ୍ଗା ଡ୍ରେସ୍ ଏବଂ ଏକ୍ସପେନସିଭ୍ ଆସେସୋରିଜ୍ ପାଇଁ ଜଣାଶୁଣା । ଜିମି ଚୁର ଜୋତା ଠାରୁ ନେଇ ତାଙ୍କ ପାଖରେ ‘ମନୋଲୋ’, ‘ପ୍ରଦା’, ‘ଫେଣ୍ଡି’ ଭଳି ସମସ୍ତ ଦାମୀ ବ୍ରାଣ୍ଡ ପାଇବେ, ଯାହାର ମୂଲ୍ୟ ହଜାରେରୁ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । କିନ୍ତୁ ପ୍ରତ୍ୟେକ ଥର ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ନାହିଁ । ତାଙ୍କ ଆଲମାରୀରେ ଅନେକ ଶସ୍ତା ଜିନିଷ ମଧ୍ୟ ଅଛି ଯାହାକୁ ଆପଣ ମଧ୍ୟ ସହଜରେ କିଣି ପାରିବେ ।

3000 हजार की ड्रेस और डेढ़ लाख का हैंडबैग, शाहरुख खान की बेटी सुहाना खान के फैशन का कोई जवाब नहीं

ମେ ୨୩, ୨୦୨୧ ରେ, ସୁହାନା ତାଙ୍କର ୨୧ ତମ ଜନ୍ମଦିନ ପାଳନ କରିଥିଲେ, ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହି ଫଟୋରେ, ସୁହାନା ଏକ ମିଣ୍ଟ ଗ୍ରୀନ୍ କର୍ସେଟ୍ ଷ୍ଟାଇଲ୍ ଡ୍ରେସ ପିନ୍ଧିଥିଲେ। ଏହି ଡ୍ରେସ୍‌ରେ ସୁହାନା ଖୁବ୍‌ ସୁନ୍ଦର ଦେଖାଯାଉଥିଲେ । ସୁହାନାଙ୍କ ଏହି ଡ୍ରେସ୍‌ ମାତ୍ର ୩୬୦୦ ଟଙ୍କା । ସେ ତାଙ୍କର ଲୁକ୍‌କୁ ଏକ ଲେଦର୍‌ର ପ୍ରଡା ହ୍ୟାଣ୍ଡବ୍ୟାଗ ସହିତ କମ୍ପ୍ଲିଟ୍‌ କରିଥିଲେ । ଏହି ପର୍ସର ମୂଲ୍ୟ ୧,୨୩,୭୪୯ ଟଙ୍କା।

3000 हजार की ड्रेस और डेढ़ लाख का हैंडबैग, शाहरुख खान की बेटी सुहाना खान के फैशन का कोई जवाब नहीं
3000 हजार की ड्रेस और डेढ़ लाख का हैंडबैग, शाहरुख खान की बेटी सुहाना खान के फैशन का कोई जवाब नहीं

ସେହିପରି, କିଛି ଦିନ ପୂର୍ବରୁ, ମା’ ଗୌରୀ ଖାନ୍ ସୁହାନାଙ୍କ ବୋହେମିଆନ୍ ଭାଇବ୍‌ସର ଫ୍ଲାଣ୍ଟ କରିଥିଲେ । ଏହି ଫଟୋରେ ସୁହାନା ଏକ ଷ୍ଟ୍ରାଡିଭାରିୟସ୍ ପ୍ରିଣ୍ଟେଡ୍ କୋ-ଅର୍ଡ ସେଟ୍ ପିନ୍ଧିଥିଲେ, ଯାହାର ମୂଲ୍ୟ ୩୦୦୦ ରୁ କମ୍ ଥିଲା ।

   Related Posts