scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାନ୍ଦିପୁର ଆଟିଆର୍‌ରେ ପୃଥ୍ୱୀ-୨ ର ସଫଳ ପରୀକ୍ଷଣ

10/01/2023 at 10:29 PM

ବାଲେଶ୍ୱର ୧୦/୦୧: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ବର ଚାନ୍ଦିପୁରରେ ଥିବା ଏକିକୃତ ପରୀକ୍ଷଣ ପରିଶର (ITR) ର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ସନ୍ଧ୍ୟାରେ ଏହି ପରୀକ୍ଷା କରାଯାଇଛି। ଏହି କ୍ଷେପଣାସ୍ତ୍ରର ଓଜନ ୪ ହଜାର ୬୦୦ କେଜି, ଲମ୍ବ ୮. ୫୬ ମିଟର, ବ୍ୟାସ ୧୧୦ ସେମି ରହିଛି। ପୃଥ୍ବୀ-୨ କ୍ଷେପଣାସ୍ତ୍ରର ଲକ୍ଷ ଭେଦ କ୍ଷମତା ୨୫୦ କିମିରୁ ୩୫୦ କିମି ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି। ସୂଚନାଥାଉକି, ଏହି କ୍ଷେପଣାସ୍ତ୍ରଟି ପୂର୍ବରୁ ସୈନ୍ୟବାହିନୀରେ ସାମିଲ ହୋଇ ସାରିଛି।

   Related Posts