ଚାନ୍ଦିପୁର ଆଟିଆର୍ରେ ପୃଥ୍ୱୀ-୨ ର ସଫଳ ପରୀକ୍ଷଣ
10/01/2023 at 10:29 PM

ବାଲେଶ୍ୱର ୧୦/୦୧: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ବର ଚାନ୍ଦିପୁରରେ ଥିବା ଏକିକୃତ ପରୀକ୍ଷଣ ପରିଶର (ITR) ର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ସନ୍ଧ୍ୟାରେ ଏହି ପରୀକ୍ଷା କରାଯାଇଛି। ଏହି କ୍ଷେପଣାସ୍ତ୍ରର ଓଜନ ୪ ହଜାର ୬୦୦ କେଜି, ଲମ୍ବ ୮. ୫୬ ମିଟର, ବ୍ୟାସ ୧୧୦ ସେମି ରହିଛି। ପୃଥ୍ବୀ-୨ କ୍ଷେପଣାସ୍ତ୍ରର ଲକ୍ଷ ଭେଦ କ୍ଷମତା ୨୫୦ କିମିରୁ ୩୫୦ କିମି ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି। ସୂଚନାଥାଉକି, ଏହି କ୍ଷେପଣାସ୍ତ୍ରଟି ପୂର୍ବରୁ ସୈନ୍ୟବାହିନୀରେ ସାମିଲ ହୋଇ ସାରିଛି।
Related Posts
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ; ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଗିରଫ
31 January 2023
ବେଆଇନ୍ ଭାବେ ଟ୍ରକ୍ ଜବତ କରି ୬୦ ହଜାର ତଣ୍ଡ ଗଣିଲା ଫାଇନାନ୍ସ କମ୍ପାନୀ
31 January 2023