୩୫ କମ୍ପାନୀରୁ ହୋଇଥିଲେ ରିଜେକ୍ଟ, ଏପରି ଟ୍ରିକ୍‌ କଲେ ହୋଇଗଲେ କୋଟିପତି

ନୂଆଦିଲ୍ଲୀ ୨୪।୦୯: ସରକାରୀ ସ୍କୁଲ୍‌ରୁ ପଢିଥିଲେ । ଇଂରାଜୀ କହିବା ମଧ୍ୟ ଜଣା ନଥିଲା । ଏମିତିକି ପଢିବା ପାଇଁ ନଥିଲା ଟଙ୍କା । ମାଙ୍କ ଗହଣା ବନ୍ଧା ରଖି ପିତା ପାଠପଢାଇଥିଲେ । କିନ୍ତୁ ନିଜ ପରିଶ୍ରମରେ କିଛି ଏପରି କରିଥିଲେ ଯେ ମାସିକ ଦରମା ପାଇଥିଲେ ପାଖାପାଖି ୨ କୋଟି । ଆମେ କହୁଛୁ ମନୁ ଅଗ୍ରୱାଲଙ୍କ କଥା । ଉତ୍ତରପ୍ରଦେଶର ଏକ ଛୋଟ ସହରର ବାସିନ୍ଦା ମନୁ । ସରକାରୀ ବିଦ୍ୟାଳୟରୁ ପାଠ … Continue reading ୩୫ କମ୍ପାନୀରୁ ହୋଇଥିଲେ ରିଜେକ୍ଟ, ଏପରି ଟ୍ରିକ୍‌ କଲେ ହୋଇଗଲେ କୋଟିପତି