ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଦୋକାନରେ ଚାଲିଥିଲା ମାଇକ୍ରୋ ଜେରକ୍ସ, ଉପଜିଲ୍ଲାପାଳ କଲେ ଚଢାଉ

13/03/2023 at 11:22 AM

ଆନନ୍ଦପୁର ୧୩।୦୩: ମାଟ୍ରିକ ପରୀକ୍ଷା କେନ୍ଦ୍ର ପାଖରେ ଥିବା ଜେରକ୍ସ ଦୋକାନରେ ଉପଜିଲ୍ଲାପାଳଙ୍କ ଚଢାଉ। କେନ୍ଦୁଝର ଆନନ୍ଦପୁର ପୌରପାଳିକା ଅଞ୍ଚଳରେ ଥିବା କେତେକ ମାଟ୍ରିକ୍ ପରୀକ୍ଷାକେନ୍ଦ୍ର ନିକଟ ଜେରକ୍ସ ଦୋକାନରେ ଉପଜିଲ୍ଲାପାଳ ଓ ଏସଡିପିଓ ମିଳିତ ଚଢାଉ କରିଛନ୍ତି।

ଖବର ଅନୁଯାୟୀ,  ଏସବୁ ଜେରକ୍ସ ଦୋକାନ ଗୁଡିକରୁ ପରୀକ୍ଷା ଦିନ ସମ୍ଭାବ୍ୟ ପ୍ରଶ୍ନ ଗୁଡିକର ଉତ୍ତର ମାଇକ୍ରୋ ଜେରକ୍ସ କରାଯାଇ ପରିକ୍ଷାର୍ଥୀଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଆଜିର ଚଢାଉ ସମୟରେ ଦୋକାନୀ ମାନଙ୍କୁ ତାଗିଦ କରାଯାଇଛି । ପରୀକ୍ଷା ଦିନ ଏସବୁ ଜେରକ୍ସ ଦୋକାନ ମାନଙ୍କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସେପଟେ କେନ୍ଦ୍ରରେ ଆହୁରି କଡାକଡି ଭାବେ କପି ଚେକିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।

   Related Posts