ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଶ୍ରୀମନ୍ଦିରରେ ଅଘଟଣ : ଗରମ ଡାଲି ପଡି ସୁଆର ଆହତ

14/12/2021 at 3:59 PM

ପୁରୀ ୧୪।୧୨: ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଭୋଗମଣ୍ଡପ ଗୃହରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଉଥିବା ବେଳେ ଜଣେ ସୁଆରଙ୍କ ଗୋଡ ଖସିଯାଇଥିଲା । ଫଳରେ ଗରମ ଡାଲି କୁଡୁଆ ଭାଙ୍ଗି ସୁଆରଙ୍କ ଦେହରେ ପଡିଯିବାରୁ ବାମ ହାତ ଓ ଗୋଡରେ ଫୋଟକା ହୋଇଯାଇଛି। ଆହତ ସେବାୟତ ହେଉଛନ୍ତି ହରଚଣ୍ଡି ସାହିର ନରସିଂହ ମହାପାତ୍ର ।

ତେବେ ନରସିଂହଙ୍କୁ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନରସିଂହଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ଡ଼ାକ୍ତର ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।

   Related Posts