ପ୍ରବଳ ବର୍ଷାରେ ୫ କିଲୋମିଟର ଚାଲିଲେ ଛାତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଲେ ଗୁହାରୀ

ଜି.ଉଦୟଗିରି ୧୭/୦୭: ବର୍ଷା ସତ୍ୱେ ୫ କିମି ଚାଲିଲେ ଛାତ୍ରୀ । ଜି.ଉଦୟଗିରି ବ୍ଲକରେ କନ୍ଧମାଳ ଜିଲ୍ଲାପାଳ, ବାଲିଗୁଡ଼ା ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଲେ ଗୁହାରୀ । ହାତରେ ପ୍ଲାକାଡ ଧରି ଛାତ୍ରୀମାନେ ଧାରଣ ସହ ବିକ୍ଷୋଭ କରିଛନ୍ତି । ଶିକ୍ଷକ ମାନଙ୍କ ପାଠପଢା ବନ୍ଦ କରିବା, ମଧ୍ୟାହ୍ନ ଭୋଜନ ବନ୍ଦ କରିବା ଆଦି ଦାବିରେ ଛାତ୍ରୀମାନେ ଜି ଉଦୟଗିରି ବ୍ଲକ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଥାଉକି, ଦୀର୍ଘ … Continue reading ପ୍ରବଳ ବର୍ଷାରେ ୫ କିଲୋମିଟର ଚାଲିଲେ ଛାତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଲେ ଗୁହାରୀ