ଭଦ୍ରକରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଭିଡିଓ ଭାଇରାଲ
5/05/2018 at 6:42 AM

ଭଦ୍ରକରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି | ବିବାହ ପାଇଁ ରାଜି ନହେବାରୁ ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ ପ୍ରେମିକ ଏଭଳି କାଣ୍ଡ କରିଥିବା ନେଇ ଅଭିଯୋଗ ହୋଇଛି | ଛାତ୍ରୀଙ୍କ ପରିବାର ଲୋକେ ବାସୁଦେବପୁର ଥାନାରେ ଏତଲା ଦେଇଛନ୍ତି | ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ଅଭିଯୁକ୍ତ ପେମିକ ବାଲେଶ୍ୱର ସିମୁଳିଆର ସୁମନ୍ତ ନାଏକ | ଅଭିଯୁକ୍ତ ପ୍ରେମିକ ଫେରାର ହେଇଯାଇଛି |
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023