ନୀଳଗିରି କଲେଜରୁ ସାଇନ-ଏ-ଡାଏ ଉଠାଇବା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

Published By : Prameya-News7 Bureau | October 02, 2018 IST

ବାଲେଶ୍ବର ୨|୧୦: ବାଲେଶ୍ବର ନୀଳଗିରି କଲେଜରେ ସାଇନ-ଏ-ଡାଏ ଘୋଷଣା ପରେ ନିର୍ବାଚନ ବାତିଲକୁ ନେଇ ଉତ୍ତେଜନା ଜାରି ରହିଛି ।ଏନଏସୟୁଆଇ  ଛାତ୍ର ସଂଗଠନର ଛାତ୍ରଛାତ୍ରୀମାନେ  ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । କଲେଜରୁ ସାଇନ-ଏ-ଡାଏ  ଉଠାଇବା ନେଇ ଥାନାରେ ଅଭିଯୋଗ କରିବା ସହ ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆନ୍ଦୋଳନ ଚାଲୁ ରହିବ ବୋଲି ଧାରଣାରେ ବସିଥିବା ଛାତ୍ରଛାତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.