କୋର୍ସ ଫି କମାଇବା ଦାବିରେ ଏସସିଏସ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତିବାଦ, ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ

Published By : Prameya-News7 Bureau | October 25, 2021 IST

ପୁରୀ, ୨୫/୧୦: ପୁରୀ ଏସସିଏସ କଲେଜର ବିଏଡ଼ ଛାତ୍ରଛାତ୍ରୀମାନେ ସେମାନଙ୍କ କୋର୍ସ ଫି କମାଇବା ଦାବି କରି ଆଜି କଲେଜରେ ତାଲା ପକେଇବା ସହ ରାସ୍ତାରୋକ କରିଥିଲେ l କୋଭିଡ କଟକଣା କାରଣରୁ କଲେଜରେ କ୍ଲାସ ହେଉନଥିବାବେଳେ କୋର୍ସ ଫି ଓ ରିଆଡ଼ମିସନ ଫି ନିଆଯାଉଥିବାରୁ ଛାତ୍ରଛାତ୍ରୀମlନେ ଏହାର ପ୍ରତିବାଦ କରିଥିଲେ l

wp:html https://www.youtube.com/watch?v=NIgyFcanSdE /wp:html

ରାଜ୍ୟର ଅନ୍ୟ ମହାବିଦ୍ୟାଳୟ ଗୁଡିକରେ ଫି ରେ ରିହାତି ଦିଆଯାଉଥିବା ବେଳେ ପୁରୀ କଲେଜରେ କୋର୍ସ ଫି ଅଧିକ ନିଆଯାଉଛି l ଏନେଇ ପଦକ୍ଷେପ ନିଅlନଗଲେ ଆନ୍ଦୋଳନ ଜାରିରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.