scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଛାତ୍ର ଅଶାନ୍ତି : କଲେଜରେ ବ୍ୟାପକ ଭଙ୍ଗାରୁଜା ସହ ନିଆଁ ଜାଳି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

19/08/2019 at 3:11 PM

ଗଜପତି ୧୯|୮: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । କଲେଜରେ ବ୍ୟାପକ ଭଙ୍ଗାରୁଜା ସହ ନିଆଁ ଜାଳି ଆନ୍ଦୋଳନ କଲେ ଛାତ୍ରଛାତ୍ରୀ । ଅଧ୍ୟାପକମାନଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରଙ୍କ ପରୀକ୍ଷା ଖାତା ମୂଲ୍ୟାୟନରେ ପାତର ଅନ୍ତର କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଆନ୍ଦୋଳନ ପରେ ଛାତ୍ର ନେତାଙ୍କ ସହ କଲେଜ ଅଧ୍ୟାପକଙ୍କ ଆଲୋଚନା ହୋଇଛି । ଆଲୋଚନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ, ପାରଳାଖେମୁଣ୍ଡି ଥାନା ଅଧିକାରୀ ସାମିଲ ରହିଛନ୍ତି ।

   Related Posts