ରୋଷେଇ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଛାତ୍ରୀଙ୍କ ମୃତ୍ୟୁ
20/02/2020 at 7:49 AM

କଳାହାଣ୍ଡି ୨୦।୨: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ । ମୃତ ଛାତ୍ରୀ ଜଣଙ୍କ ହେଲେ ମୁଖିଗୁଡା ଇନ୍ଦ୍ରାବତୀ ସେକ୍ଟର ୩ କୋଲନୀର ଯୁକ୍ତ ଦୁଇ ଛାତ୍ରୀ ନାଗେଶ୍ବରୀ ଜାନୀ । ରୋଷେଇ କରୁଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଥିବା ଅଭିଯୋଗ ହୋଇଛି । ଜୟପାଟଣା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023