ନାବାଳିକା ଛାତ୍ରୀଙ୍କୁ ଅପହରଣ

Published By : Prameya-News7 Bureau | July 31, 2020 IST

ଢେଙ୍କାନାଳ୩୧/୭:  ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭାପୁର ଫାଣ୍ଡି ଅନ୍ତର୍ଗତ କଳାଙ୍ଗ ଗାଁରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ କରାଯାଇଛି। ଗତ ରାତିରେ ଘରେ ପଶି ଛାତ୍ରୀକୁ ଜବରଦସ୍ତ କରି ନେଇଛନ୍ତି ଅପହରଣ। ଭାପୁର ଫାଣ୍ଡିରେ ନାବାଳିକା ଛାତ୍ରୀର ପରିବାର ପକ୍ଷରୁ ଅଭିଯୋଗ। ଛାତ୍ରୀଙ୍କୁ କିଏ ଓ କାହିଁକି ଅପହରଣ କଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.