ନିଜକୁ ନିଜେ ଜାଳିଦେଲେ ନାବାଳକ ! ସ୍କୁଲ ଯିବା ପାଇଁ ବାପା କରିଥିଲେ ଆକଟ

Published By : Prameya-News7 Bureau | October 11, 2022 IST

ଯାଜପୁର ୧୧।୧୦ : ନିଜକୁ ଜାଳିଦେଲା ନାବାଳକ । ଯାଜପୁର ଜିଲ୍ଲା ଟମକା ଥାନା ସମରପିଟା ଗାଁରୁ ଆସିଛି ଏପରି ଏକ ଘଟଣା । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ନାବାଳକ ଜଣଙ୍କ ସ୍କୁଲ ନଯିବାକୁ ଜିଦ୍‌ କରିଥିଲେ । ବାପା ଆକାଟ କରିବାରୁ ନାବାଳକ ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାଫଳରେ ତାଙ୍କୁ ଗୁରୁତର ଭାବେ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.