ବ୍ରହ୍ମପୁର ଲାଞିପଲ୍ଲୀରେ ପହଁରା ଶିଖୁଥିବାବେଳେ ପୋଖରୀରେ ବୁଡି ଛାତ୍ର ମୃତ
5/11/2018 at 12:43 PM

ଗଞ୍ଜାମ ୫|୧୧: ପୋଖରୀରେ ବୁଡି ଛାତ୍ରଙ୍କର ମୃତ୍ୟୁ ହୋଇଛି । ବ୍ରହ୍ମପୁର ଲାଞିପଲ୍ଲୀ ନିକଟସ୍ଥ ଏକ ପୋଖରୀରେ ପହଁରା ଶିଖୁଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକ ହେଲେ କୁଳଦୀପ କୁମାର ନାୟକ । ଅଗ୍ନିଶମ ବିଭାଗ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023