ଟ୍ରାକ୍ଟର ଧକ୍କାରେ ଆଇଟିଆଇ ଛାତ୍ରୀ ମୃତ

Published By : Prameya-News7 Bureau | July 03, 2019 IST

ଖଲ୍ଲିକୋଟ ୩|୭:  ଟ୍ରାକ୍ଟର ଧକ୍କାରେ ଆଇଟିଆଇ ଛାତ୍ରୀ ମୃତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଚିକଲଖଣ୍ଡି ଝରପୋଖରୀ ରାସ୍ତାରେ ଘଟିଛି ଦୁର୍ଘଟଣା । ମୃତ ଛାତ୍ରୀ ହେଉଛନ୍ତି ଶୁଭଶ୍ରୀ ଦାସ । ସେ ଆଇଟିଆଇକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି ଶବ ଜବତ କରିଛି । ଟ୍ରାକ୍ଟର ଜବତ ହୋଇଥିବା ବେଳେ ଚାଳକ ଫେରାର ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.