ପିଲାଙ୍କୁ ମିଳୁନି ବହି , ବୋହି ନେଉଛି କବାଡି ବାଲା
24/04/2018 at 10:00 AM

ପିଲାଙ୍କୁ ବହି ମିଳୁନି, ବୋହି ନେଉଛି କବାଡି ବାଲା … ଭଦ୍ରକ ତିହିଡ଼ି ଗୁଆମାଳ ଅଞ୍ଚଳରେ କବାଡ଼ି ବାଲା ଟ୍ରଲିରୁ ବିପୁଳ ପାଠ୍ୟ ପୁସ୍ତକ ଜବତ …ପ୍ରକାଶ ନାଥ ନାମକ ଜଣେ କବାଡିଆ ତାଙ୍କ ଟ୍ରଲିରେ ଏହି ବହିଗୁଡ଼ିକ କିଣି ଆଣୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସନ୍ଦେହରେ ଅଟକାଇଥିଲେ …..ଥାନାରେ କବାଡିଆକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ…ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତ୍ତେଜନା ଦେଖା ଦେଇଛି ….