oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଆମ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି, ରାଜ୍ୟ ଗ୍ରନ୍ଥାଗାର କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ

13/01/2022 at 12:41 PM

ଭୁବନେଶ୍ୱର ୧୩।୦୧: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ସମ୍ମୁଖରେ ଉତ୍ତେଜନା। ଲାଇବ୍ରେରୀ ବନ୍ଦ ହେବାକୁ ନେଇ ଗ୍ରନ୍ଥାଗାର ସମ୍ମୁଖରେ ଧାରଣା ଦେଲେ ପାଠକ ପାଠିକା । ଲାଇବ୍ରେରୀ କର୍ତ୍ତୃପକ୍ଷ ଏହାର ଉତ୍ତର ରଖନ୍ତୁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

ସେମାନଙ୍କର ମୁଖ୍ୟ ଦାବି ହେଉଛି ଯେ, ଯଦି ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି , ପ୍ରେକ୍ଷାଳୟରେ ଫିଲ୍ମ ଚାଲିପାରୁଛି, ସୂଚନା ଭବନ ଗ୍ରନ୍ଥାଗାରରେ ପାଠ ପଢି ହେଉଛି  । ତେବେ ହଠାତ ନୋଟିସ କରି କଣ ପାଇଁ ବନ୍ଦ କରିଦିଆଗଲା । ଆମେ କେତେ ଦୂରରୁ ଆସି ଏଠାରେ ଛାତ୍ରାବାସ ରହି ପାଠ ପଢ଼ୁଛୁ ,ଏହି ମାସରେ ଆମର ପରୀକ୍ଷା ଗୁଡିକ ମଧ୍ୟ ରହିଛି । କଣ ପାଇଁ ଆମ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦିଆଯାଉଛି । ଲାଇବ୍ରେରୀ କର୍ତ୍ତୃପକ୍ଷ ଆସି ଏହାର ଉତ୍ତର ରଖନ୍ତୁ ବୋଲି ଦାବି କରାଯାଇଛି । ଯଦି ଏହା ସମ୍ଭବପର ନ ହୁଏ ତେବେ ଆମେ  ଆଜି ରାସ୍ତା ଉପରେ ବସି ପାଠ ପଡ଼ିବୁ ବୋଲି ଚେତାବନୀ ଦେଇଛନ୍ତି ।

   Related Posts