oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି, ହେଲେ କାର୍ଯ୍ୟକାରୀ ଶୂନ୍ ; ଯାତ୍ରୀବାହୀ ଟ୍ରେନ୍‌ ରହଣୀ ଦାବିରେ ରେଳରୋକ

10/01/2022 at 9:24 AM

ଜୟପୁର ୧୦।୦୧: କୋରାପୁଟ ଲକ୍ଷ୍ମୀପୁରରେ ରେଳରୋକ । ଯାତ୍ରୀବାହୀ ଟ୍ରେନ୍‌ ରହଣୀ ଦାବିରେ  ରେଳରୋକ ସହ ରାସ୍ତାରୋକ କରାଯାଇଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିକାଶ ପରିଷଦ ତରଫରୁ ଏହି ଆନ୍ଦୋଳନ କରାଯାଉଛି ।

ଖବର ଅନୁଯାୟୀ, ଗତ ୨ ବର୍ଷ ହେଲା କରୋନା ସଂକ୍ରମଣ ପାଇଁ ଲକ୍ଷ୍ମୀପୁର ଠାରେ ଆଉ କୌଣସି ଯାତ୍ରୀବାହୀ ଟ୍ରେନ୍‌ ରହୁନାହିଁ । ଯାହାଫଳରେ ସାଧାରଣ ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ତେବେ ଏନେଇ ବାରମ୍ବାର ରେଳ ବିଭାଗ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଫଳ ଶୂନ । ଏପିରିକି ଗତ ଡିସେମ୍ବର ମାସରେ ଦିନିକିଆ ରେଳ ରୋକ କରାଯାଇଥିଲା । ପ୍ରଶାସନ ପ୍ରତିଶୃତି, ହେଲେ କାର୍ଯ୍ୟକାରୀ ହେଲାନି ।

ଶେଷରେ ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିକାଶ ପରିଷଦର ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାସହ ରେଳ ଓ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଜାତୀୟ ରାଜପଥ ୩୨୬କୁ ଅବରୋଧ କରିଛନ୍ତି ଆନ୍ଦୋଳନକାରୀ । ଏହି ଆନ୍ଦୋଳନରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ସାମିଲ ଅଛନ୍ତି ।

   Related Posts