ଭାରତ ପାକ୍ ମ୍ୟାଚ ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ ନେଇ ବିବାଦ, ଟାୟାର ଜାଳି ରାସ୍ତା ଅବରୋଧ
5/09/2022 at 8:43 AM

ଭଦ୍ରକ ୦୯/୦୫: ଭାରତ ପାକିସ୍ତାନ ମ୍ୟାଚ୍ ପରେ ଭଦ୍ରକ ପୁରୁଣାବଜାରରେ ପ୍ରତିବାଦ ଦେଖାଦେଇଛି । ଥାନା ସମ୍ମୁଖ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ ।
ସୂଚନା ଥାଉକି, ଭାରତ- ପାକିସ୍ତାନ ମ୍ୟାଚ ପରେ ସାମାଜିକ ଗଣମାଧ୍ୟମରେ କିଛି ପୋଷ୍ଟିଂକୁ ନେଇ ଏଭଳି ବିବାଦ ଉପୁଜିଥିଲା । ଯାହାକୁ ନେଇ ଥାନା ସମ୍ମୁଖରେ ରାସ୍ତା ଅବରୋଧ ହୋଇଛି । ଯେଉଁଥିପାଇଁ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ଫଳରେ ରାସ୍ତା ଉପରେ ଛିଡା ହୋଇଛି ଗାଡି ମଟର ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023