ଘରୋଇ କଳିକୁ ନେଇ ସ୍ତ୍ରୀକୁ ପିଟି ମାରିଲା ସ୍ୱାମୀ, ହତ୍ୟା ପରେ ବାଡିରେ ପୋତିଦେଲା

ରାଉରକେଲା ୨୯/୦୫: ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା । ହତ୍ୟା ପରେ ମୃତଦେହକୁ ଘରର ବାଡିରେ ପୋତିଦେଲେ ସ୍ୱାମୀ । ରବିବାର ରାତି ୮ଟାରେ ଏମିତି ବିଭତ୍ସ କାଣ୍ଡ କରିଛି ସ୍ୱାମୀ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ବାବୁ ନୂଆଗାଁ ଗାଁରେ ଘଟିଛି ହତ୍ୟାକାଣ୍ଡ । ସୂଚନା ଥାଉକି, ରବିବାର ତ୍ରିଲୋଚନ କିସାନ ତାଙ୍କ ସ୍ତ୍ରୀ ସରସ୍ୱତୀ କିସାନଙ୍କ ଝଗଡା ହୋଇଥିଲା । ପରେ ସ୍ତ୍ରୀର ଚରିତ୍ରକୁ ନେଇ ସନ୍ଦେହ କରିଥିଲା ସ୍ୱାମୀ ତ୍ରିଲୋଚନ … Continue reading ଘରୋଇ କଳିକୁ ନେଇ ସ୍ତ୍ରୀକୁ ପିଟି ମାରିଲା ସ୍ୱାମୀ, ହତ୍ୟା ପରେ ବାଡିରେ ପୋତିଦେଲା