AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

11/02/2020 at 1:39 PM

ଜଳେଶ୍ୱର ୧୧।୦୨ –   ସ୍ତ୍ରୀର ପ୍ରେମିକକୁ ହାଣି ହତ୍ୟା ।  ସ୍ତ୍ରୀ ର ପ୍ରେମିକ କୁ ଟାଗିଂଆ ରେ ହାଣି ହତ୍ୟା କଲା ସ୍ବାମୀ  । ପରକୀୟାର ପ୍ରୀତି ର କରୁଣ ପରିଣିତି ।

ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଳି ଗାଁରେ ଏହି  ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ର ପ୍ରେମିକକୁ ହତ୍ୟା କରିବା ପରେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ସ୍ବାମୀ ବିଶ୍ବମ୍ବର ବେହେରା ରାଇବଣିଆ ଥାନାରେ  ଆତ୍ମସମର୍ପଣ କରିଛି ।

ମୃତ ପ୍ରେମିକ ଜଣକ ହେଲେ ପ୍ରଶାନ୍ତ ଦାସ  । ସେ  ବିବାହିତା ପ୍ରେମିକାଙ୍କ ସହ ପରକୀୟ ପ୍ରୀତି ରଖିଥିବା ଅଭିଯୁକ୍ତ ଅଭିଯୋଗ କରିଛି । ଆଜି ଏହି ଘଟଣାକୁ ନେଇ ସେ ପ୍ରଶାନ୍ତକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପ୍ରଶାନ୍ତର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ  ଆରମ୍ଭ କରିଛନ୍ତି ।  ପ୍ରଶାନ୍ତକୁ  ଥାନାରେ ଅଟକ ରଖି ପୁଲିସ ଅଧିକ ପଚରା ଉଚରା କରୁଛି ।

   Related Posts