ସ୍ତ୍ରୀର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

Published By : Prameya-News7 Bureau | February 11, 2020 IST

ଜଳେଶ୍ୱର ୧୧।୦୨ -   ସ୍ତ୍ରୀର ପ୍ରେମିକକୁ ହାଣି ହତ୍ୟା ।  ସ୍ତ୍ରୀ ର ପ୍ରେମିକ କୁ ଟାଗିଂଆ ରେ ହାଣି ହତ୍ୟା କଲା ସ୍ବାମୀ  । ପରକୀୟାର ପ୍ରୀତି ର କରୁଣ ପରିଣିତି ।

ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆଖାଳି ଗାଁରେ ଏହି  ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ ର ପ୍ରେମିକକୁ ହତ୍ୟା କରିବା ପରେ ସ୍ୱାମୀ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତ ସ୍ବାମୀ ବିଶ୍ବମ୍ବର ବେହେରା ରାଇବଣିଆ ଥାନାରେ  ଆତ୍ମସମର୍ପଣ କରିଛି ।

{"id":223196,"sizeSlug":"large"}

ମୃତ ପ୍ରେମିକ ଜଣକ ହେଲେ ପ୍ରଶାନ୍ତ ଦାସ  । ସେ  ବିବାହିତା ପ୍ରେମିକାଙ୍କ ସହ ପରକୀୟ ପ୍ରୀତି ରଖିଥିବା ଅଭିଯୁକ୍ତ ଅଭିଯୋଗ କରିଛି । ଆଜି ଏହି ଘଟଣାକୁ ନେଇ ସେ ପ୍ରଶାନ୍ତକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ପ୍ରଶାନ୍ତର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମର ତଦନ୍ତ  ଆରମ୍ଭ କରିଛନ୍ତି ।  ପ୍ରଶାନ୍ତକୁ  ଥାନାରେ ଅଟକ ରଖି ପୁଲିସ ଅଧିକ ପଚରା ଉଚରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.