୧୨ ଘଣ୍ଟା ପରେ ଧରାପଡିଲା ହତ୍ୟାକାରୀ ସ୍ୱାମୀ, ପରକୀୟ ପ୍ରୀତିରୁ ସ୍ତ୍ରୀକୁ ମାରିଥିବା ପୋଲିସ ଆଗରେ ମାନିଲା ସତ
ନୂଆପଡା ୨୯/୦୫: ଯୋଜନା ବଦ୍ଧ ଭାବରେ ସ୍ତ୍ରୀକୁ ହତ୍ୟା କରି ଲୁଚି ରହିଥିବା ସ୍ୱାମୀକୁ ୧୨ ଘଣ୍ଟା ମଧ୍ୟରେ ଗିରଫ କଲା ନୂଆପଡା ପୋଲିସ । ପରକିୟା ପ୍ରୀତି ହତ୍ୟାର କାରଣ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଲେ ନୂଆପଡା ଏସପି । ସୂଚନା ଥାଉକି, ନୂଆପଡା ଜିଲ୍ଲା କୋମନା ଥାନା ଢୋର୍ଲ୍ଲାମୁଣ୍ଡା ପଞ୍ଚାୟତର ଛତା ଗ୍ରାମର ଘଟଣା ଜଗବନ୍ଧୁ ତାଣ୍ଡି ଓ ସ୍ତ୍ରୀ ସୁନେ ତାଣ୍ଡିକୁ ବିଭତ୍ସ ଭାବେ କରିଥିଲେ ହତ୍ୟା … Continue reading ୧୨ ଘଣ୍ଟା ପରେ ଧରାପଡିଲା ହତ୍ୟାକାରୀ ସ୍ୱାମୀ, ପରକୀୟ ପ୍ରୀତିରୁ ସ୍ତ୍ରୀକୁ ମାରିଥିବା ପୋଲିସ ଆଗରେ ମାନିଲା ସତ
Copy and paste this URL into your WordPress site to embed
Copy and paste this code into your site to embed