oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପତ୍ନୀ ସେୟାର କଲେ ଏମିତି ଭିଡିଓ, ୭୦୦ କିମି ଦୂରରୁ ଆସି ହତ୍ୟା କଲେ ସ୍ୱାମୀ

27/07/2022 at 3:06 PM

ନୂଆଦିଲ୍ଲୀ ୨୭/୦୭; ବିବାହ ଭିଡିଓ ସେୟାର କଲେ ମହିଳା। ୭୦୦ କିଲୋମିଟର ଦୂରରୁ ଆସି ପତ୍ନୀ ଙ୍କୁ ହତ୍ୟା କଲେ ସ୍ବାମୀ। ଘଟଣାଟି ଘଟିଛି ଆମେରିକାର ଇଲିନୋଇସ୍ ଷ୍ଟେଟ୍‌ରେ । ପାକିସ୍ତାନୀ ମୂଳ ବାସିନ୍ଦା ୨୯ ବର୍ଷର ସାନିଆ ଖାନଙ୍କୁ ହତ୍ୟା କରିଛନ୍ତି ସ୍ବାମୀ ରାହିଲ ଅହମ୍ମଦ।  ସାନିଆ ଜଣେ ଟିକଟକର ଏବଂ ବୃତ୍ତି ଅନୁଯାୟୀ ଫଟୋଗ୍ରାଫର ଥିଲେ । ବର୍ଷେ ହେବ ପାରିବାରିକ ସମସ୍ୟା ନେଇ ସେ ବିବାହ ବିଚ୍ଛେଦ କରିଥିଲେ। ସ୍ୱାମୀ ରାହୁଲ ଅହମ୍ମଦ ଜଣେ ବ୍ୟବସାୟୀ । ଆଶ୍ଚର୍ଯ୍ୟର କଥା ହେଉଛି ପତ୍ନୀଙ୍କୁ ହତ୍ୟା କରିବା ପରେ ରାହିଲ ମଧ୍ୟ ଆତ୍ମହତ୍ୟା କରିଛନ୍ତି।
ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ସାନିଆ ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କ ଛବି ଏବଂ ଭିଡିଓ ପୋଷ୍ଟ କରୁଥିଲେ । ନିକଟରେ ସେ ତାଙ୍କ ବିବାହର ଏକ ଭିଡିଓ ପୋଷ୍ଟ କରିଥିଲେ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ଏହାକୁ ଦେଖି ରାଗି ଯାଇଥିଲେ। ଏଥିପାଇଁ ସେ ରାଗିଯାଇ ଜର୍ଜିଆରୁ ୭୦୦ କିଲୋମିଟରୁ ଆମେରିକା ଆସି ସାନିଆଙ୍କ ପାଖରେ ପହଞ୍ଚିଥିଲେ । ଏବଂ ତାଙ୍କୁ ହତ୍ୟା କରିଥିଲେ।
ସାନିଆଙ୍କୁ ସେ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେ ସେହି ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏହି ପୁରା ଘଟଣା ଦେଖି ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

   Related Posts