ରାତିରେ ଶୋଇବା ଓ ସକାଳେ ଉଠିବା ପାଇଁ ଠିକ୍ ସମୟ କ’ଣ ? ଜାଣନ୍ତୁ…

ନୂଆଦିଲ୍ଲୀ ୦୮।୦୬:  ଆମେ ପିଲାଦିନରୁ ଶୁଣୁଛୁ ଯେ “ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା” ।  କିନ୍ତୁ ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଏଥିରେ ଦେଖିବାକୁ ମିଳୁଛି ଅନିୟମିତତା । ଶରୀରର ଥକାପଣରୁ ମୁକ୍ତି ପାଇବା ଓ ସୁସ୍ଥ ରହିବା ପାଇଁ ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ରାତିରେ ଶୋଇବା ଏବଂ ସକାଳେ ଉଠିବା ପାଇଁ ଉପଯୁକ୍ତ ସମୟ ଜାଣିବା ମଧ୍ୟ ଜରୁରୀ ଅଟେ… କିନ୍ତୁ ଜାଣିଛନ୍ତି କି କେତେବେଳେ ଶୋଇବା ଆଉ କେତେବେଳେ ଉଠିବାର ଠିକ୍ … Continue reading ରାତିରେ ଶୋଇବା ଓ ସକାଳେ ଉଠିବା ପାଇଁ ଠିକ୍ ସମୟ କ’ଣ ? ଜାଣନ୍ତୁ…