vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

କାଳବୈଶାଖୀ କ୍ଷୟକ୍ଷତି ; ୬ଟି ଜିଲ୍ଲା ପ୍ରଭାବିତ

14/05/2018 at 10:14 AM

କାଳବୈଶାଖୀ ବର୍ଷା ଯୋଗୁଁ ୬ଟି ଜିଲ୍ଲା ପ୍ରଭାବିତ ହୋଇଛି… ବରଗଡରେ ୨୬୮ ଏକର ଚାଷ ଜମି କ୍ଷତିଗ୍ରସ୍ତ … ୫ଟି ଘର ଆଂଶିକ ଭାବେ ଭାଙ୍ଗିଛି … ଜିଲ୍ଲା ପାଇଁ ୩୬କୋଟି ଟଙ୍କା ସହାୟତା ରାଶି ଦିଆଯାଇଛି … ସୋନପୁରରେ ୯୨୩ ଏକର ଚାଷ କ୍ଷତିଗ୍ରସ୍ତ ହୋଇଛି… ୫୬୧ଟି ଘର ଆଂଶିକ ଭାବେ ଭାଙ୍ଗିଛି… ଚାଷ ପାଇଁ ଇନପୁଟ ସବସିଡି ୩.୩୫ କୋଟି ଟଙ୍କା ଦିଆଯାଇଛି … ଘର ପାଇଁ ୧୭ ଲକ୍ଷ ୯୫ ହଜାର ଦିଆଯାଇଛି … ମାଲକାନଗିରିରେ ୨୫ଟି ଘର ଭାଙ୍ଗିଛି… ୫୭୯ ଘର ସମ୍ପୂର୍ଣ୍ଣ ଭାଙ୍ଗିଛି … କାଳବୈଶାଖୀ ବର୍ଷା ଯୋଗୁଁ ୪ ଜଣ ଆହତ ହୋଇଛନ୍ତି … ପଲିଥିନ ଯୋଗାଇବା ସହ ୪୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି … ମୟୁରଭଞ୍ଜରେ ୧୫ଟି ଘର ଭାଙ୍ଗିଛି … ୫ ଲକ୍ଷ ୩୧ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି … ଢେଙ୍କାନାଳରେ ୨ଟି ଘର ଭାଙ୍ଗିଛି … ଯାଜପୁରରେ ଗୋଟିଏ ଘରେ ଆଂଶିକ ଭାଙ୍ଗିଛି … ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ସୂଚନା …

Leave a Reply

   Related Posts