suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏସିଡ ଆକ୍ରମଣ ରୋକିବାକୁ କଳିଙ୍ଗ ଷ୍ଟାଡିୟମରେ ଷ୍ଟପାଥନ

27/05/2018 at 7:37 AM

ମହିଳାଙ୍କ ଉପରେ ଦିନକୁ ଦିନ ବଢି ଚାଲିଥିବା ଏସିଡ୍ ଆକ୍ରମଣକୁ ରୋକିବା ଦିଗରେ ସଚେତନତା କାର୍ଯ୍ୟକ୍ରମ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଷ୍ଟପାଥନ୍ । ଲୋକଙ୍କୁ ସଚେତନତ କରିବାକୁ କଳିଙ୍ଗ ଷ୍ଟାଡିୟମରୁ ଏକ ମାରାଥନ ବାହାରି ସହର ପରିକ୍ରମା କରିଥିଲା । ଏଥିରେ ଓଡିଶା ସମେତ ବିଭିନ୍ନ ରାଜ୍ୟର ଏସ୍ଡି ଆକ୍ରମଣ ଶିକାର ପୀଡିତା, ସାଧାରଣ ଲୋକେ ସାମଲ ହୋଇଥିଲେ । ଏହାସହ ବଜାରରେ ମିଳୁଥିବା ଏସ୍ଡି ବିକ୍ରି ଉପରେ କଟକଣା ଲଗାଇବା, ଏସିଡ୍ ଆକ୍ରମଣର ସିକାର ହୋଇଥିବା ପୀଡିତାଙ୍କୁ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଦାବି କରାଯାଇଛି । ISD ନାମକ ଏକ ସାମାଜିକ ସଂସ୍ଥା ପକ୍ଷରୁ ଏହି ମାରାଥନର ଆୟୋଜନ କରାଯାଇଥିଲା ।

Leave a Reply

   Related Posts