vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପଥର କ୍ବାରିରେ ବ୍ଲାଷ୍ଟିଙ୍ଗ ବେଳେ ଜଣେ ଶ୍ରମିକ ମୃତ : ଝାରସୁଗୁଡା

3/06/2018 at 6:52 AM

ଝାରସୁଗୁଡା ଜିଲ୍ଲା ରଣକଟା ରେ ଥିବା ପଥର କ୍ବାରିରେ ବ୍ଲାଷ୍ଟିଙ୍ଗ ବେଳେ ଜଣେ ଶ୍ରମିକ ମୃତ।ଜଣେ ଗୁରୁତର।ଗୁରୁତର ରାମବିଳାସ ରୋହିଦାସକୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ବେଳେ ମୃତ ସୁରେଶ କିଷାନ ର ଶବକୁ ଜବତ କରି ଗାନ୍ଧିଛକ ଫାଣ୍ଡି ପୋଲିସ ତଦନ୍ତ କରୁଛି।ଗତକାଲି ସଂଧ୍ୟାରେ ପଥରକ୍ବାରୀରେ ପଥର ଫଟାଇବାକୁ ବେଆଇନ ବ୍ଲାଷ୍ଟିଙ୍ଗ ଚାଲିଥିବା ବେଳେ ହୋଇଥିଲା ଦୁର୍ଘଟଣା।ଏହି ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ସଂପୃକ୍ତ ପଥର କ୍ବାରିର ମାଲିକ।ଗତକାଲି ବିଳମ୍ବିତ ରାତିରେ ପୋଲିସ ସୂଚନା ପାଇ ମୃତକର ଶବକୁ ଜବତ କରିଛି।

Leave a Reply

   Related Posts