ପଥର କ୍ବାରିରେ ବ୍ଲାଷ୍ଟିଙ୍ଗ ବେଳେ ଜଣେ ଶ୍ରମିକ ମୃତ : ଝାରସୁଗୁଡା
3/06/2018 at 6:52 AM

ଝାରସୁଗୁଡା ଜିଲ୍ଲା ରଣକଟା ରେ ଥିବା ପଥର କ୍ବାରିରେ ବ୍ଲାଷ୍ଟିଙ୍ଗ ବେଳେ ଜଣେ ଶ୍ରମିକ ମୃତ।ଜଣେ ଗୁରୁତର।ଗୁରୁତର ରାମବିଳାସ ରୋହିଦାସକୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା ବେଳେ ମୃତ ସୁରେଶ କିଷାନ ର ଶବକୁ ଜବତ କରି ଗାନ୍ଧିଛକ ଫାଣ୍ଡି ପୋଲିସ ତଦନ୍ତ କରୁଛି।ଗତକାଲି ସଂଧ୍ୟାରେ ପଥରକ୍ବାରୀରେ ପଥର ଫଟାଇବାକୁ ବେଆଇନ ବ୍ଲାଷ୍ଟିଙ୍ଗ ଚାଲିଥିବା ବେଳେ ହୋଇଥିଲା ଦୁର୍ଘଟଣା।ଏହି ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ସଂପୃକ୍ତ ପଥର କ୍ବାରିର ମାଲିକ।ଗତକାଲି ବିଳମ୍ବିତ ରାତିରେ ପୋଲିସ ସୂଚନା ପାଇ ମୃତକର ଶବକୁ ଜବତ କରିଛି।
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023