vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଚାଲିଛି ଉଦ୍ଧାର କାର୍ଯ୍ୟ ହେଲେ ବି ୨ ଜେସିବି ଅପରେଟରଙ୍କ କୌଣସି ପତ୍ତା ମିଳୁନି

9/06/2018 at 10:54 AM

ଜୟପୁର ରାଣୀଗଡ଼ ଗୁମ୍ମା ପଥର କ୍ୱାରୀରେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି | ଆଜି ଦ୍ୱିତୀୟ ଜେସିବି ମେସିନ ଠାବ କରାଯାଇଛି | କିନ୍ତୁ ୨ ଅପରେଟରଙ୍କ କୌଣସି ପତ୍ତା ମିଳୁନି | ସେମାନଙ୍କ ଉଦ୍ଧାର ପାଇଁ ସେନା ପକ୍ଷରୁ ଆଜି ହୋଇଛି ପ୍ରଥମ ବ୍ଳାଷ୍ଟିଙ୍ଗ |

Leave a Reply

   Related Posts