ଚାଲିଛି ଉଦ୍ଧାର କାର୍ଯ୍ୟ ହେଲେ ବି ୨ ଜେସିବି ଅପରେଟରଙ୍କ କୌଣସି ପତ୍ତା ମିଳୁନି
9/06/2018 at 10:54 AM

ଜୟପୁର ରାଣୀଗଡ଼ ଗୁମ୍ମା ପଥର କ୍ୱାରୀରେ ଫସି ରହିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି | ଆଜି ଦ୍ୱିତୀୟ ଜେସିବି ମେସିନ ଠାବ କରାଯାଇଛି | କିନ୍ତୁ ୨ ଅପରେଟରଙ୍କ କୌଣସି ପତ୍ତା ମିଳୁନି | ସେମାନଙ୍କ ଉଦ୍ଧାର ପାଇଁ ସେନା ପକ୍ଷରୁ ଆଜି ହୋଇଛି ପ୍ରଥମ ବ୍ଳାଷ୍ଟିଙ୍ଗ |
Related Posts
ଓଲଟିଲା ‘ସାଇକୃପା’ ବସ୍ : ଜଣେ ମୃତ, ୩୦ ଆହତ
6 July 2022