oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସେୟାର ବଜାରରେ ବଡ ହ୍ରାସ : ଲାଲ୍ ସଙ୍କେତରେ ଖୋଲିଲା ସେନ୍ସେକ୍ସ ଓ ନିଫ୍ଟି, ନିବେଶକଙ୍କ ୧୩ଲକ୍ଷ କୋଟି ସ୍ବାହା

12/05/2022 at 10:44 AM

ନୂଆଦିଲ୍ଲୀ ୧୨।୫: ବିଶ୍ବ ବଜାରରୁ ଲଗାତାର ମିଳୁଥିବା ଖରାପ ସଙ୍କେତ ଯୋଗୁଁ ଗୁରୁବାର ପୁଣି ଭାରତୀୟ ସେୟାର ବଜାର ହ୍ରାସ ସହ ଖୋଲିଛି । ଗୁରୁବାର ମେ’ ୧୨ରେ ୩୦ ପଏଣ୍ଟ ବିଶିଷ୍ଟ ସେନ୍ସେକ୍ସ ୮୬୭ ପଏଣ୍ଟ ହ୍ରାସ ପାଇ ୫୩,୩୨୦.୮୩ରେ କାରବାର କରୁଛି । ସେହିପରି ୫୦ ପଏଣ୍ଟ ବିଶିଷ୍ଟ ନିଫ୍ଟି ୨୧୦ ପଏଣ୍ଟ ୧୫,୯୫୬.୪୫ ସ୍ତରରେ ଖୋଲିଛି । ପ୍ରାରମ୍ଭିକ କାରବାରରେ ଅନେକ ସେୟାର ଧରାଶାୟୀ ହୋଇଯାଇଛି । ଏମିତିରେ ସାରା ଦିନର କାରବାର ସେସନରେ ହ୍ରାସ ହେବାର ସମ୍ଭାବନା ରହିଛି ।

ବ୍ୟାଙ୍କିଙ୍ଗ ସେକ୍ଟର କିଛି କାରବାର ସେସନ୍‌ରେ ଭଲ ରିଟର୍ଣ୍ଣ ଦେଇଛି । ଏଥିପାଇଁ ନିବେଶକଙ୍କ ଦୃଷ୍ଟି ଏହି ସେକ୍ଟର ଉପରେ ରହିବ । ସେପଟେ ଭାରତୀୟ ଟଙ୍କା ମଧ୍ୟ ହ୍ରାସ ପାଇଛି । ଭାରତୀୟ ଟଙ୍କା ୨୩ ପଇସା ହ୍ରାସ ପାଇ ୭୭.୪୬ରେ ପହଞ୍ଚିଛି ।

ସେୟାର ବଜାରରେ ମାତ୍ର ୪ଦିନରେ ନିବେଶକଙ୍କ ୧୩ ଲକ୍ଷ କୋଟି ଟଙ୍କା ବୁଡିଯାଇଛି । ବୁଧବାର  ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ୫ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଯାଇଛି । କେବଳ ଏତିକି ନୁହେଁ ମାତ୍ର ୪ଟି କାରବାର ସେସନରେ ଏହି କମ୍ପାନୀଗୁଡିକର ପୁଞ୍ଜି ୧୩,୩୨,୮୯୮.୯୯ କୋଟି ଟଙ୍କା ହ୍ରାସ ପାଇଛି ।

   Related Posts