previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ଏସ୍‌ଟିଏଫ୍‌ ହାତରେ ଲାଗିଲା ୧୪ ଲକ୍ଷ ୨୯ ହଜାରର ଜାଲ୍‌ ନୋଟ୍‌, ଦୁଇ ଗିରଫ

7/07/2022 at 5:25 PM

ବରଗଡ଼, ୦୭/୦୭: ଏସ୍‌ଟିଏଫ୍ ହାତରେ ଧରାପଡ଼ିଲା ଜାଲ ନୋଟ୍ କାରବାର । ବରପାଲି  ଥାନା ଅଞ୍ଚଳରୁ ଭାରତୀୟ ମୁଦ୍ରାର ୧୪ ଲକ୍ଷ ୨୯ ହଜାର ୫ଶହ ଜାଲ ନୋଟ ଜବତ କଲା ଏସ୍‌ଟିଏଫ୍ । ଜାଲ୍‌ ଟଙ୍କା ନେଇଯାଉଥିବା ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶର ପତ୍ତୁ ଯାଦବ ଏବଂ ବରଗଡ଼ ଅଞ୍ଚଳର ବଳରାମ ମେହେର ବୋଲି ଜଣାପଡ଼ିଥିବା ବେଲେ ଦୁହିଁଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ । ଏନେଇ ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।

   Related Posts