scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

STFର ଚଢାଉ, ୬ ଦେଶୀ ବନ୍ଧୁକ ସହ ଧନୁତୀର ଜବତ

25/06/2023 at 1:18 PM

ଧର୍ମଗଡ଼ ୨୫।୦୬: କଳାହାଣ୍ଡିରେ ପୁଣି ଛତିଶଗଡ ଏସଟିଏଫର ଚଢ଼ାଉ । ୬ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ, ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି ଚାଲିଥିବା ଖବର ପାଇଥିଲା ଏସଟିଏଫ । ଏହି ବନ୍ଧୁକ ଛତିଶଗଡର ଶିକାରୀ ମାନଙ୍କୁ ଚାଲାଣ ହେଉଥିଲା । କଳାହାଣ୍ଡି ବନ ବିଭାଗ ଏବଂ ଛତିଶଗଡ ଏସଟିଏଫ ଖାଲିଗଡ଼ ଗାଁରେ ଚଢାଉ କରିଥିଲେ l ଚଢ଼ାଉ ବେଳେ ଗାଁ ର ଅନେକ ଲୋକଙ୍କ ଘରୁ ଧନୁତୀର ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀରର ଅଙ୍ଗ ଜବତ ହୋଇଥିଲା ।

ପୂର୍ବରୁ ଛତିଶଗଡ ଏସଟିଏଫ ଜୟପାଟଣା ରେଞ୍ଜ ମଙ୍ଗଳପୁର ଗାଁ ରେ ଚଢ଼ାଉ କରି ୫ ଜଣ କୁ ଗିରଫ କରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ l

   Related Posts