STFର ଚଢାଉ, ୬ ଦେଶୀ ବନ୍ଧୁକ ସହ ଧନୁତୀର ଜବତ

Published By : Prameya-News7 Bureau | June 25, 2023 IST

ଧର୍ମଗଡ଼ ୨୫।୦୬: କଳାହାଣ୍ଡିରେ ପୁଣି ଛତିଶଗଡ ଏସଟିଏଫର ଚଢ଼ାଉ । ୬ଟି ଦେଶୀ ବନ୍ଧୁକ ସହ ଧନୁତୀର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ।

wp:embed {"url":"https://www.prameyanews7.com/weather-update-in-odisha-283/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-update-in-odisha-283/
/wp:embed

ଖବର ଅନୁଯାୟୀ, ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି ଚାଲିଥିବା ଖବର ପାଇଥିଲା ଏସଟିଏଫ । ଏହି ବନ୍ଧୁକ ଛତିଶଗଡର ଶିକାରୀ ମାନଙ୍କୁ ଚାଲାଣ ହେଉଥିଲା । କଳାହାଣ୍ଡି ବନ ବିଭାଗ ଏବଂ ଛତିଶଗଡ ଏସଟିଏଫ ଖାଲିଗଡ଼ ଗାଁରେ ଚଢାଉ କରିଥିଲେ l ଚଢ଼ାଉ ବେଳେ ଗାଁ ର ଅନେକ ଲୋକଙ୍କ ଘରୁ ଧନୁତୀର ଏବଂ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀରର ଅଙ୍ଗ ଜବତ ହୋଇଥିଲା ।

wp:embed {"url":"https://www.prameyanews7.com/bhadrak-masani-news/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhadrak-masani-news/
/wp:embed

ପୂର୍ବରୁ ଛତିଶଗଡ ଏସଟିଏଫ ଜୟପାଟଣା ରେଞ୍ଜ ମଙ୍ଗଳପୁର ଗାଁ ରେ ଚଢ଼ାଉ କରି ୫ ଜଣ କୁ ଗିରଫ କରିବା ସହିତ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଥିଲେ l

wp:embed {"url":"https://www.prameyanews7.com/tcs-in-turmoil-bribery-scandal-rocks-indias-it-giant/","type":"wp-embed","providerNameSlug":"prameya-news-7"}
https://www.prameyanews7.com/tcs-in-turmoil-bribery-scandal-rocks-indias-it-giant/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.