ଜାଲ୍‌ନୋଟ୍ ଜବତ ଘଟଣାର ତନାଘନା, ଅଭିଯୁକ୍ତ ଘରେ କାଗଜପତ୍ର ଯାଞ୍ଚ କଲା ଏସ୍‌ଟିଏଫ୍

ସୁବର୍ଣ୍ଣପୁର ୫।୯: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲ୍‌ନୋଟ୍ ଜବତ ଘଟଣାରେ ଅଭିଯୁକ୍ତଙ୍କ ଘରେ ପୁଣି ଯାଞ୍ଚ । କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି l ସୂଚନାଯୋଗ୍ୟ ଯେ, କ୍ରାଇମବ୍ରାଞ୍ଚ ଡ଼ିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ମାତିଖାଇ ନୂଆବସ୍ତିରେ ପହଞ୍ଚି ଜାଲ୍‌ନୋନ୍ କାରବାରରେ ଗିରଫ ହୋଇଥିବା ଅଭିଯୁକ୍ତ ଦୀପକ ମେହେରଙ୍କ ଘରେ ଛାନଭିନ୍ କରିଛି । ଅଭିଯୁକ୍ତଙ୍କ ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଫେରିଥିବା ଜଣାପଡିଛି … Continue reading ଜାଲ୍‌ନୋଟ୍ ଜବତ ଘଟଣାର ତନାଘନା, ଅଭିଯୁକ୍ତ ଘରେ କାଗଜପତ୍ର ଯାଞ୍ଚ କଲା ଏସ୍‌ଟିଏଫ୍