ବାଘ ଛାଲ ବ୍ୟବସାୟୀ ଗିରଫ; କଲାପତରିଆ ଓ ମହାବଳ ବାଘ ଛାଲ ଗିରଫ
3/01/2023 at 11:27 PM

ଭୁବନେଶ୍ୱର ୦୩/୦୧: ଏସଟିଏଫ ପଞ୍ଝାରେ ବାଘଛାଲ ବ୍ୟବସାୟୀ। ସମ୍ପୃକ୍ତ ବେପାରୀଙ୍କୁ ବୌଦ୍ଧର ଏକ ପୋଲ ପାଖରୁ ଏସଟିଏଫର ପାଞ୍ଚ ଜଣିଆ ଟିମ୍ ଧରିଛି। ୫ ଲକ୍ଷ ଟଙ୍କାର ଡିଲ ହେବା ବେଳେ ବ୍ୟବସାୟୀ ଜଣଙ୍କ ଧରାପଡିଛନ୍ତି। ବ୍ୟବସାୟୀ ଜଣଙ୍କ ଜଣେ ଶିକାରୀ ବୋଲି ଜଣା ପଡ଼ିଛି।
ଶିକାରୀ ପାଖରୁ ଗୋଟିଏ ମହାବଳ ବାଘ ଛାଲ ସହ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏସଟିଏଫ ଆଶିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଓ ଜଣେ କନେଷ୍ଟବଲ ବାଘଛାଲ ପାଇଁ ଗ୍ରାହକ ସାଜି ଶିକାରୀ ସହିତ ଡିଲ୍ କରିଥିଲେ। ଗ୍ରାହକ ସାଜି ସେହି ଶୀକାରୀଙ୍କୁ ଏସଟିଏଫ ଗିରଫ କରିଛି।
Related Posts
ନବ ଦାସ ହତ୍ୟା ମାମଲା, ବଡ଼ମାଳ ଥାନାରେ ପୁଣି କ୍ରାଇମବ୍ରାଞ୍ଚ ଟିମ୍
2 February 2023
ପାପକ୍ଷୟ ଲୋକ ମହୋତ୍ସବ ଆରମ୍ଭ, ଅରୁଣ ମେହେରଙ୍କୁ ମିଳିଲା ପାପକ୍ଷୟ ସମ୍ମାନ
2 February 2023
ଗାତରେ ପଡି ୨ ଶିଶୁକନ୍ୟା ମୃତ, ରାସ୍ତା କାମ ପାଇଁ ଖୋଳାଯାଇଥିଲା ଗର୍ତ୍ତ
2 February 2023