ବାଘ ଛାଲ ବେପାରୀକୁ ଗିରଫ କଲା STF; ଏବେ ସୁଦ୍ଧା ୩ ବେପାରୀ ଗିରଫ
30/12/2022 at 5:50 PM

ଉଦଳା ୩୦/୧୨: ମହାବଳ ବାଘଛାଲ ଜବତ ଘଟଣା। ଆଉ ଜଣେ ବାଘଛାଲ ବେପାରୀକୁ ଏସଟିଏଫ ଗିରଫ କରିଛି। ଗିରଫ ବେପାରୀର ପରିଚୟ ପୂର୍ଣ୍ଣଚନ୍ଦ୍ର ମାଝୀ। ସେ ଉଦଳା ରେଞ୍ଜ ଶାସଙ୍ଗବେଡା ଗାଁର ବାସିନ୍ଦା। ଗତ ଡିସେମ୍ୱର ୧୪ ରେ ବିସିପୁର ପାଖରେ ମହାବଳ ବାଘଛାଲ ବିକ୍ରି ଡ଼ିଲ ହେବା ବେଳେ ସମ୍ପୃକ୍ତ ଅଭିଯୁକ୍ତକୁ ଏସଟିଏଫ ଗିରଫ କରିଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ବାଘଛାଲ ବେପାରୀଙ୍କୁ ଗିରଫ କରାଯାଇଛି।
Related Posts
ସମ୍ ଅଲଟିମେଟ୍ ମେଡିକେୟାରରେ ବିଶ୍ଵ କର୍କଟ ଦିବସ ପାଳିତ
5 February 2023