କେନ୍ଦୁଝର ୧୩/୦୭: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳରେ ଥିବା ଦରବାର ହଲରେ ଆଜି ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ଏକ ଦିନିକିଆ ଶିବିର ଅଦାଲତ ଅନୁଷ୍ଠିତ ହୋଇଛି। ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତୀ ବେହେରାଙ୍କ ଦ୍ଵାରା ପରିଚାଳିତ ଶିବିର ଅଦାଲତରେ ସମୁଦାୟ ୪୫ଟି ମାମଲାର ବିଚାର ହେବାର ଥିଲା। ଏଥିମଧ୍ୟରୁ ୬ ଟି ମାମଲାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇ ଅଭିଯୋଗର ସମାଧାନ ହୋଇଥିବା ବେଳେ ୧୫ ଜଣଙ୍କୁ ପୁଣିଥରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।
{"id":655645,"sizeSlug":"full","linkDestination":"none"}ସମ୍ବଲପୁରରେ ଜମୁଛି ମହାଲଢେଇ, ଦେବଗଡ଼ରେ ବବି ଏବଂ ଆଠମଲ...