LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସୂଚନା; ଜୁନ୍‌ ୩ରୁ ଓଡ଼ିଶାରୁ ସିଙ୍ଗାପୁର୍‌କୁ ଉଡ଼ିବ ବିମାନ

27/05/2023 at 12:16 AM

ଭୁବନେଶ୍ୱର ୨୭/୦୫: ଆସନ୍ତା ଜୁନ୍‌ ୩ରୁ ଓଡ଼ିଶାରୁ ସିଙ୍ଗାପୁରକୁ ଉଡ଼ିବ ବିମାନ। ଶୁକ୍ରବାର ଏନେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି। ଏନେଇ ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୁବାଇକୁ ବିମାନ ଉଡ଼ିବା ବେଳେ ଯେପରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ସେହିପରି ସେଠାରେ ମଧ୍ୟ ଓଡ଼ିଆ କମ୍ୟୁନିଟି ପକ୍ଷରୁ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଅଶ୍ଵିନୀ ପାତ୍ର କହିଛନ୍ତି।

   Related Posts