oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ରାଜ୍ୟରେ ଏଯାଏଁ ସରିନି ଶତପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

27/01/2022 at 1:40 PM

ଭୁବନେଶ୍ବର ୨୭।୧: ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଏଯାଏଁ ସରିନି ଶତପ୍ରତିଶତ ପ୍ରଥମ ଡୋଜ ଟିକାକରଣ । ଟିକା ନେବାକୁ ବାକି ଅଛନ୍ତି ଆହୁରି ୨୧ ଲକ୍ଷ ଲୋକ। ତେବେ ସେମାନଙ୍କୁ କିପରି ଶୀଘ୍ର ଟିକାକରଣ କରାଯିବ ଏଥିପାଇଁ ଘର ଘର ବୁଲି ସେମାନଙ୍କୁ ଚିହ୍ନଟ କରି ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ଡୋଜ ୫ କୋଟି ୬୨ ଲକ୍ଷ ଦିଆସରିଲାଣି । ଏହା ଭିତରୁ ୯୩.୫ ପ୍ରତିଶତ ପ୍ରଥମ ଓ ୭୪ ପ୍ରତିଶତ ଦ୍ବିତୀୟ ଡୋଜ ରହିଛି। 

ସେହିପରି ୧୫ରୁ ୧୮ବର୍ଷ ଭିତରେ ୧୪ ଲକ୍ଷରୁ ଅଧିକ ଟିକା ଦିଆ ସରିଛି ।  ଯାହା କି ଟାର୍ଗେଟରୁ ୫୯ ପ୍ରତିଶତ । ଏହାସହ ୩ ଲକ୍ଷ ୮୭ହଜାର  ପ୍ରିକସନ ଡୋଜ ଦିଆ ସରିଛି।  ଗୁରୁବାର ରାଜ୍ୟରେ ୩୨୬୨ଟି ଟିକାକରଣ କେନ୍ଦ୍ରରେ ଟିକାକରଣ ଜାରି ରହିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

   Related Posts