ରାଜ୍ୟ କଂଗ୍ରେସର ନବକଳେବର
14/04/2018 at 8:26 AM

ରାଜ୍ୟ କଂଗ୍ରେସର ନବକଳେବର ହେବ କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ
“ଦଳର ଆମୂଳଚୂଳ ପରିବର୍ତ୍ତନ ହେବ
ବ୍ଲକ ଓ ଜିଲ୍ଲା ସ୍ଥରରେ ସଂଗଠନକୁ ମଜବୁତ କରାଯିବ
ଖୁବ ଶୀଘ୍ର ଓଡିଶା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଓଡିଶା ଆସିବେ
କେନ୍ଦ୍ର ଓ ରାଜ୍ୟ ଭିତରେ ବିବାଦ ଲାଗି ରହିଥିବାରୁ ଓଡିଶାର ସ୍ୱାର୍ଥ ହାନି ହଉଛି
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ୟମ ଜରୁରୀ” – ପ୍ରସାଦ ହରିଚନ୍ଦନଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ରାଜନୀତି ଜୋର ଧରିଛି
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023