Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେପି କାର୍ଯ୍ୟକାରିଣୀ ବୈଠକ ; ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

20/05/2018 at 12:34 PM

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ୬ଟି ଚିଠା ପ୍ରସ୍ତାବ ଗୃହିତ । ୪ ବର୍ଷର ବିଜେପି ମୋଦି ସରକାରଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଲେ । ଓଡିଶାରେ ମହିଳା ଉତ୍ପୀଡନ ବଢିଛି, ସରକାର ରୋକିବାରେ ବିଫଳ, ସୁରକ୍ଷା ନୀତି ଘୋଷଣା ରାଜ୍ୟ ସରକାର କରନ୍ତୁ ବୋଲି ଦାବି କରିଛି ବିଜେପି । ଏହାସହ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ୪ ପ୍ରଶ୍ନ ୫୩ରୁ ୬୩ ଜଳ ସମଦ୍ରକୁ ଚାଲି ଯାଉଛି, ସେଥିପାଇଁ କଣ ପଦକ୍ଷେପ ନିଆଯାଇଛି? ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କଲେନାହିଁ ,ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର କଣ ଚାହୁଛନ୍ତି ସେ ଦ୍ବନ୍ଦ ଦୂର କରନ୍ତୁ…ଟ୍ରିବ୍ୟୁନାଲ ନିକଟରେ ସଠିକ୍ ଯୁକ୍ତି ଉପସ୍ଥାପନା ନକରି ରାଜନୈତିକ ଏଜେଣ୍ଡା କରିବା ଦୁର୍ଭାଗ୍ୟଜନକ ସରକାର ତାଙ୍କ ନୀତି ସ୍ପଷ୍ଟ କରନ୍ତୁ । ମହାନଦୀ ପାଇଁ ଯେଉଁ ଯେଉଁ ଅଞ୍ଚଳରେ ସୁରକ୍ଷା ଯାତ୍ରା କରୁଛନ୍ତି ସେ ଞ୍ଚଳରେ ଚାଷୀ ବି ମରୁଛନ୍ତି ।ଏହାସହ ପଞ୍ଚାୟତ ଓ ପୌର ପରିଷଦ ଅଞ୍ଚଳରେ ଦୁର୍ନୀତି , ସମବାୟ ଋଣ ଦୁର୍ନୀତି କଥା ଉଠାଇଲା ବିଜେପି OLR ଆକ୍ଟରେ ପରିବର୍ତ୍ତନ ନକରି ଚାଷୀଙ୍କୁ ଋଣ ଦେବା କଥା ପ୍ରହସନ ଖଣି ଜୋରିମାନା ବାବଦକୁ ଯେଉଁ ୨୫ ହଜାର କୋଟି ଆଦାୟ ହୋଇଥିଲା ତାର ଦୁରୁପଯୋଗ କରୁଛନ୍ତି ସରକାର ବୋଲି ଅଭିଯୋଗ କଲା ବିଜେପି….ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ୪୮ ମାସର ୪୮ ଉପଲବ୍ଧି ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ୪୮ ମାସର ୪୮ ଉପଲବ୍ଧି ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ଉପଲବ୍ଧି ବିଷୟରେ କହିବ । ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟ ସରକାରଙ୍କ ୧୮ ବର୍ଷ ପୂର୍ତ୍ତି ନେଇ ୩୬ଟି ମହାଭିଯୋଗ ପ୍ରସ୍ତୁତ କରାଯାଇଛି । ଯାହାକୁ ଲୋକଙ୍କ ଆଗରେ ରଖିବ ବିଜେପି…

Leave a Reply

   Related Posts