scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ରେ ହାଜର ହେଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା

7/03/2019 at 3:27 PM

ଭୁବନେଶ୍ବର ୭|୩ : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା କ୍ରାଇମବ୍ରାଞ୍ଚ ଏସଟିଏଫ୍ ରେ ହାଜର ହୋଇଛନ୍ତି । ଆଇଓସିଏଲ୍ ପେଟ୍ରୋଲ ପମ୍ପ୍ ପାରାଦୀପ ପୋର୍ଟକୁ ତୈଳ ଯୋଗାଉଥିବା ବେଳେ ପୋର୍ଟ ସଦସ୍ୟ ଥିଲେ ଭୁବନ । ସେହି ସମୟରେ ପୋର୍ଟକୁ ତୈଳ ଯୋଗାଇବାରେ ଟିଟୋକୁ ସାହାଯ୍ୟ କରିଥିଲେ ଭୁବନ । ଏହି ଅଭିଯୋଗରେ ଆଜି ଏସଟିଏଫ୍ ରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ଅନ୍ୟପଟେ ଭୁବନଙ୍କ ହାଜରକୁ ବିରୋଧ କରି କ୍ରାଇମବ୍ରାଞ୍ଚ ସମ୍ମୁଖରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  ।

   Related Posts