ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

୨୦୨୨ର ବିଶ୍ୱବ୍ୟାପୀ ସର୍ବାଧିକ ଆୟକାରୀ ଭାରତୀୟ ସିନେମା ଦୌଡ଼ରେ RRR; ଜାପାନରେ କରୁଛି କମାଲ

4/02/2023 at 11:22 PM

ଟୋକିଓ: ଭାରତୀୟ ସିନେମାର ସାରା ବିଶ୍ୱରେ ପ୍ରଭାବ ବଢ଼ିବାରେ ଲାଗିଛି। ବିଭିନ୍ନ ଭାଷାରେ ମୁକ୍ତିଲାଭ କରି ଫିଲ୍ମଗୁଡ଼ିକୁ ସୁପରଡୁପର ହିଟ୍ ହେଉଛି। ଏବେ ଯଦିଓ ପଠାନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଶେଷକରି ଭାରତର ଦକ୍ଷିଣଭାରତୀୟ ସିନେମା ସଫଳତାର ଶୀର୍ଷରେ ରହୁଛି।

RRR Japan Box Office 1st Week Collection Rajamoulis Magnum Opus Creates New  Milestone Check Detailed Report

ଏସ୍‌ଏସ୍‌ ରାଜାମୌଲୀଙ୍କ ଫିଲ୍ମ RRR ମାର୍ଚ୍ଚ ୨୨ ତାରିଖରେ ୨୦୨୨ ଭାରତରେ ମୁକ୍ତିଲଭା କରିଥିଲା। ଘରୋଇ ବଜାରରେ ଫିଲ୍ମ ଜବରଦସ୍ତ ଆୟ କରିବା ସହ ବିଶ୍ୱ ବକ୍ସ ଅଫିସ୍‌ରେ ବି ଚହଳ ପକାଇଥିଲା। ସମ୍ମାନୀୟ ବିଦେଶୀ ପୁରସ୍କାର ବି ଜିତିଥିଲା ଫିଲ୍ମ।

ତେବେ ଗତବର୍ଷ ଅକ୍ଟୋବର ମାସରେ ଜାପାନରେ ମୁକ୍ତିଲଭା କରିଛି ଫିଲ୍ମ RRR । ଜାପାନରେ ରିଲିଜ୍‌ ହେବାର ୧୫ ସପ୍ତାହ ବିତି ଯାଇଥିଲେ ବି ଫିଲ୍ମଟି ସେଠାରେ ଭଲ ବ୍ୟବସାୟ କରୁଛି। ବର୍ତ୍ତମାନ ସୁଧା ଜାପାନରେ  RRR ୫୦ କୋଟିରୁ ଅଧିକ ଟଙ୍କା ଆୟ କରିଛି।

RRR' Roars at Japan Box Office - Variety

ପଢ଼ନ୍ତୁ- ରେକର୍ଡ କଲା ପଠାନ: ଦଙ୍ଗଲକୁ ପଛରେ ପକାଇ ହେଲା ସର୍ବାଧିକ ଆୟକାରୀ ବଲିଉଡ୍‌ରେ ସିନେମା

୧୫ ସପ୍ତାହରେ RRR ସିନେମା ଜାପାନୀ ମୁଦ୍ରାରେ ପାଖାପାଖି ୧୨୧ ମିଲିୟନ ଆୟ କରିଥିଲା। ତେବେ ଗତ ସପ୍ତାହର ଏହାର ଆୟ ଥିଲା ୧୧୦ ମିଲିୟନ ଜାପାନୀ ମୁଦ୍ରା। ଜାପାନରେ ସଫଳତା ପାଇଁ ଫିଲ୍ମକୁ ସେଠାକାର ସର୍ବୋଚ୍ଚ ସିନେମା  ପୁରସ୍କାରରେ ମନୋନୀତ କରାଯାଇଛି। ଜାପାନର ୪୬ ତମ ଜାପାନ ଆକାଡେମୀ ପୁରସ୍କାରରେ ବେଷ୍ଟ ଫରେନ ଲାଙ୍ଗୁଏଜ୍ ଫିଲ୍ମ କ୍ୟାଟେଗୋରୀରେ RRR ମନୋନୀତ ହୋଇଛି।। ଆସନ୍ତା ମାସ ମାର୍ଚ୍ଚ ୧୦ ତାରିଖରେ ଏହାର ବିଜେତା ଘୋଷଣା କରାଯିବ।    

RRR: Ram Charan and Jr NTR share a super fun video from Japan with their  wives; WATCH | PINKVILLA

ବର୍ତ୍ତମାନ ସୁଧା  RRR ଜାପାନୀ ମୁଦ୍ରାରେ ୮୨୬ ମିଲିୟନ ମୁଦ୍ରା ଆୟ କରିଛି। ଆମେରିକା ଡଲାର ଅନୁସାରେ ଏହି ରାଶି ୬.୧୦ ମିଲିୟନ ହେବ। ସେହିପରି ଭାରତୀୟ ଟଙ୍କା ଅନୁସାରେ RRR ଜାପାନରେ ୫୦ କୋଟି ଆୟ କରିଛି। ଫିଲ୍ମର ସଫଳାକୁ ଦେଖି ୨୦୨୨ RRR ସର୍ବାଧିକ ଆୟକାରୀ ଭାରତୀୟ ସିନେମା ହେବ ବୋଲି ଆୟ କରାଯାଉଛି। ଏହାପୂର୍ବରୁ କେଜିଏଫ୍‌ ୧୧୬୨ ଆୟ କରିଥିଲା। ଆଉ RRR ଏହି ରେକର୍ଡକୁ ଭାଙ୍ଗିବାକୁ ମାତ୍ର ୨୫ କୋଟି ବାକି ରହିଛି।  

   Related Posts