ଥାଇଲାଣ୍ଡର ରାଜନୈତିକ ଅସ୍ଥିରତାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଶ୍ରୀଥା ଥାଭିସିନ୍‌ ହେଲେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୨/୦୮: ଥାଇଲାଣ୍ଡ୍‌ର ନୂଆ ପ୍ରଧାନମନ୍ତ୍ରୀ ହେଲେ ଟାଇକୂନ ଶ୍ରେଥା ଥାଭିସିନ୍‌। ମଙ୍ଗଳବାର ଥାଇ ସାଂସଦମାନେ ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶ୍ରେଥା ଥାଭିସିନ୍‌ ନାମକୁ ମଞ୍ଜୁରୀ ଦେଇଛନ୍ତି। ଥାଭିସିନ୍‌ଙ୍କ ପ୍ରଧାନମନ୍ତ୍ରୀ ହେବା ସହ ଥାଇଲାଣ୍ଡରେ ତିନି ମାସ ଧରି ରାଜନୀତିକ ଅସ୍ଥିରତାରେ ଯବନିକା ପଡ଼ିଛି। ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାବାତ୍ରା ମଧ୍ୟ ୧୫ ବର୍ଷର ନିର୍ବାସନ ପରେ ଥାଇଲାଣ୍ଡ୍‌ ଫେରିଥିଲେ । ତେବେ ଶ୍ରୀଥାଙ୍କ ପ୍ରଧାନମନ୍ତ୍ରୀ ହେବା ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ମେ … Continue reading ଥାଇଲାଣ୍ଡର ରାଜନୈତିକ ଅସ୍ଥିରତାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଶ୍ରୀଥା ଥାଭିସିନ୍‌ ହେଲେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ