ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ଶୁକ୍ରବାର ପ୍ରକାଶ ପାଇବ ରାୟ

କଟକ ୨୯/୦୯: ଆଜି ହାଇକୋର୍ଟ ଶୁଣାଇବେ ରତ୍ନଭଣ୍ଡାର ମାମଲାର ରାୟ । ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ହାଇକୋର୍ଟରେ ବିଚାରାଧୀନ ବହୁଚର୍ଚ୍ଚିତ ତଥା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇବ । ଶୁକ୍ରବାର ଅପରାହ୍‌ଣ ୨ଟାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିବେ … Continue reading ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା: ଶୁକ୍ରବାର ପ୍ରକାଶ ପାଇବ ରାୟ