ପୁରୀ ହିଂସା ଘଟଣାରେ ଦୁଇ ବିମାନବଡୁ ଗିରଫ ହେବା ଯୋଗୁଁ ଶ୍ରୀମନ୍ଦିରରେ ନୀତି ବନ୍ଦ
8/10/2018 at 4:26 PM

ପୁରୀ ୮/୧୦ : ଶ୍ରୀମନ୍ଦିରରେ ନୀତି ବନ୍ଦ | ପୁରୀ ହିଂସାରେ ଦୁଇ ବିମାନବଡୁ ଗିରଫ ହେବା ଫଳରେ ଅମାବାସ୍ୟା ନାରାୟଣଙ୍କ ନୀତି ବନ୍ଦ ହୋଇଯାଇଛି | ବିମାନବଡୁଙ୍କ ସେବା ଥିବାରୁ ଶ୍ରୀମନ୍ଦିରରେ ସେବା ହୋଇପାରୁନାହିଁ | ଶ୍ରୀମନ୍ଦିର ଗର୍ଭଗୃହରେ ଉତ୍ତେଜନା ଦେଖାଦେଇଛି | ସମସ୍ୟାର ସମାଧାନ ପାଇଁ ମନ୍ଦିର ଭିତରେ ପ୍ରଶାସନିକ ଅଧିକାରୀ ପହଂଚିଛନ୍ତି |
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023