AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବଦାସ ହତ୍ୟା ଘଟଣାରେ ଡିଜିଙ୍କ ପ୍ରେସମିଟ୍, କହିଲେ ତଦନ୍ତକୁ ଆହୁରି ଲାଗିବ ସମୟ
  • ||
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ପୁରୀ ହିଂସା ଘଟଣାରେ ଦୁଇ ବିମାନବଡୁ ଗିରଫ ହେବା ଯୋଗୁଁ ଶ୍ରୀମନ୍ଦିରରେ ନୀତି ବନ୍ଦ

8/10/2018 at 4:26 PM

ପୁରୀ ୮/୧୦ : ଶ୍ରୀମନ୍ଦିରରେ ନୀତି ବନ୍ଦ | ପୁରୀ ହିଂସାରେ ଦୁଇ ବିମାନବଡୁ ଗିରଫ ହେବା ଫଳରେ ଅମାବାସ୍ୟା ନାରାୟଣଙ୍କ ନୀତି ବନ୍ଦ ହୋଇଯାଇଛି | ବିମାନବଡୁଙ୍କ ସେବା ଥିବାରୁ ଶ୍ରୀମନ୍ଦିରରେ ସେବା ହୋଇପାରୁନାହିଁ | ଶ୍ରୀମନ୍ଦିର ଗର୍ଭଗୃହରେ ଉତ୍ତେଜନା ଦେଖାଦେଇଛି | ସମସ୍ୟାର ସମାଧାନ ପାଇଁ ମନ୍ଦିର ଭିତରେ ପ୍ରଶାସନିକ ଅଧିକାରୀ ପହଂଚିଛନ୍ତି |

   Related Posts