ତୃତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା; ଆଡ଼ପ ମଣ୍ଡପରେ ରାମ-ପର୍ଶୁରାମ ଅବତାରରେ ଦର୍ଶନ ଦେଲେ ଶ୍ରୀଜୀଉ

Published By : Prameya-News7 Bureau | June 26, 2023 IST

ନୀଳଗିରି ୨୬/: ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦିରେ ଶ୍ରୀବିଗ୍ରହ ମାନଙ୍କର ରାମ ପର୍ଶୁରାମ ବେଶ ହୋଇଛି। ବଡ଼ଠାକୁର ବଳଭଦ୍ରଙ୍କୁ ପର୍ଶୁରାମ, ଜଗନ୍ନାଥ ମହାପ୍ରଭୁ ରାମ ଅବତାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।

ସୋମବାର ସନ୍ଧ୍ୟା ୭:୩୦ରେ ଠାକୁରଙ୍କ ନୀତିକାନ୍ତି ସରିବା ପରେ ଭକ୍ତମାନଙ୍କୁ ପାଇଁ ଦର୍ଶନ କରିବାର ସୁଯୋଗ ମିଳିଥିଲା। ସୋମବାର ଏହି ନୀତିପୂଜାକୁ ନୀଳଗିରି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ପୂଜକ ହରିବନ୍ଧୁ କର ସମାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.