scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତୃତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା; ଆଡ଼ପ ମଣ୍ଡପରେ ରାମ-ପର୍ଶୁରାମ ଅବତାରରେ ଦର୍ଶନ ଦେଲେ ଶ୍ରୀଜୀଉ

26/06/2023 at 10:59 PM

ନୀଳଗିରି ୨୬/: ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦିରେ ଶ୍ରୀବିଗ୍ରହ ମାନଙ୍କର ରାମ ପର୍ଶୁରାମ ବେଶ ହୋଇଛି। ବଡ଼ଠାକୁର ବଳଭଦ୍ରଙ୍କୁ ପର୍ଶୁରାମ, ଜଗନ୍ନାଥ ମହାପ୍ରଭୁ ରାମ ଅବତାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।

ସୋମବାର ସନ୍ଧ୍ୟା ୭:୩୦ରେ ଠାକୁରଙ୍କ ନୀତିକାନ୍ତି ସରିବା ପରେ ଭକ୍ତମାନଙ୍କୁ ପାଇଁ ଦର୍ଶନ କରିବାର ସୁଯୋଗ ମିଳିଥିଲା। ସୋମବାର ଏହି ନୀତିପୂଜାକୁ ନୀଳଗିରି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ପୂଜକ ହରିବନ୍ଧୁ କର ସମାପନ କରିଥିଲେ।

   Related Posts