oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଲଙ୍କାରେ ତୀବ୍ର ହେଲା ଆର୍ଥିକ ସଂକଟ: ରାମାକୁମ୍ବାରେ ପ୍ରଦର୍ଶନକାରୀଙ୍କୁ ଗୁଳିମାଡ, ଜଣେ ମୃତ ଓ ୧୧ ଆହତ

20/04/2022 at 8:16 AM

ଶ୍ରୀଲଙ୍କା ୨୦/୦୪: ସ୍ବାଧୀନତା ପରେ ସବୁଠାରୁ ବଡ଼ ଆର୍ଥିକ ସଂକଟ ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କାର ରାମାକୁମ୍ବାରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଛି ପୋଲିସ । ପୋଲିସ ଗୁଳିରେ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ରାଜ୍ୟରେ ଖାଦ୍ୟାଭାବ ସାଙ୍ଗକୁ ଔଷଧ ମିଳୁନଥିବାରୁ ସରକାର ଉପରେ ଆକ୍ରୋଶ ପ୍ରକାଶ କରୁଛନ୍ତି ଲୋକେ ।

ଆର୍ଥିକ ସଂକଟ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରୀଲଙ୍କାର କୃଷକମାନେ । ଚାଷୀଙ୍କୁ ସରକାର ସାର ଯୋଗାଇପାରୁନାହାନ୍ତି । ଶ୍ରୀଲଙ୍କାରେ ଗୋଟିଏ ଅଣ୍ଡାର ଦାମ୍ ୩୦ଟଙ୍କା ହୋଇଥିବା ବେଳେ ଗହମ କିଲୋ ୧୯୦ଟଙ୍କା, ପେଟ୍ରୋଲ ଲିଟର ପିଛା ୨୫୦ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୨୦୦ଟଙ୍କାରେ ପହଞ୍ଚିଛି ।

ସେହିଭଳି ଗ୍ୟାସ୍ ସିଲିଣ୍ଡର ଦାମ୍ ୪ହଜାର ୨୦୦ଟଙ୍କା, ମିଲ୍କ ପାଉଡର କିଲୋ ୧୯ଶହ ଟଙ୍କା, ଚିନି କିଲୋ ୨୪୦ଟଙ୍କା, ଚାଉଳ କିଲୋ ୨୨୦ଟଙ୍କା ହୋଇଛି । ଲୋକଙ୍କ ପକ୍ଷେ ଏସବୁ ଜିନିଷ କିଣିବା ସମ୍ଭବ ପର ହେଉନାହିଁ । ଯାହାକୁ ନେଇ ସେମାନେ ସରକାର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ।

   Related Posts