ବିଶ୍ଵକପ୍ ୨୦୨୩ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ, ବାଦ୍ ପଡ଼ିଲେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଶ୍ରୀଲଙ୍କା ମଙ୍ଗଳବାର ବିଶ୍ଵକପ୍ ୨୦୨୩ ପାଇଁ ନିଜର ୧୫ ଜଣିଆ ଦଳ ଘୋଷଣା କରିଛି। ଜଣେ ଖେଳାଳିଙ୍କୁ ଟ୍ରାଭେଲ ରିଜର୍ଭ ଭାବେ ଦଳରେ ସାମିଲ୍ କରାଯାଇଛି। ବିଶ୍ଵକପ୍‌ ଦଳର ନେତୃତ୍ଵ ନେବେ ଦାସୁନ ଶନାକା। ଏସିଆ କପ୍ ଫାଇନାଲ୍‌ରେ ଶୋଚନୀୟ ପରାଜୟ ପରେ ଶନାକାଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠିଥିଲା। ତାଙ୍କୁ ବିଶ୍ଵକପ୍‌ ପାଇଁ ଅଧିନାୟକ ନିଯୁକ୍ତ କରାଯିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଥିଲା। ତେବେ ପରିଶେଷରେ ଶନାକାଙ୍କ ହାତରେ ରହିଛି ଅଧିନାୟକ ଦାୟିତ୍ଵ। … Continue reading ବିଶ୍ଵକପ୍ ୨୦୨୩ ପାଇଁ ଶ୍ରୀଲଙ୍କା ଦଳ ଘୋଷିତ, ବାଦ୍ ପଡ଼ିଲେ ଷ୍ଟାର ବୋଲର